Odisha

My Pincode – Facebook Groups across the country have been initiated to gather hyper local information for the users during the lockdown. We would like you to join the group of your district and share videos, pictures and posts of available essential services like grocery, medicines, clinics, blood donation etc. in your area. Below are the listed districts. Click on it and it will connect you directly to the Facebook Group which you can join. Spread the word around and come together to battle the crisis.
My pincode- Facebook group ଗୁଡ଼ିକ ସମଗ୍ର ଦେଶରେ lockdown ସମୟରେ ସମସ୍ତ ସ୍ଥାନୀୟ ସୂଚନା ଜାଣିବା ପାଇଁ ଆରମ୍ଭ କରାଯାଛି । ଆମେ ଚାହୁଁଛୁ ଆପଣମାନେ ମଧ୍ୟ ଆପଣଙ୍କ ଜିଲ୍ଲା ସ୍ତରୀୟ ଗ୍ରୁପ ସହ ଜଡ଼ିତ ହୁଅନ୍ତୁ ଏବଂ ଆପଣ ଆପଣଙ୍କ ଅଞ୍ଚଳରେ ଆବଶ୍ୟକ ସେବା ଯଥା - ତେଜରାତି କାରବାର ବା ଦୋକାନ, ଔଷଧ ଦୋକାନ, ଘରୋଇ ଚିକିତ୍ସାଳୟ ତଥା ଅନ୍ୟ ଚିକିତ୍ସାଳୟ କେନ୍ଦ୍ର ଏବଂ ରକ୍ତଦାନ ସମ୍ପର୍କିତ ସମସ୍ତ ଫଟୋ ଏବଂ ଭିଡିଓ ଇତ୍ୟାଦି sahre କରନ୍ତୁ । ନିମ୍ନରେ ତାଲିକାଭୁକ୍ତ ରାଜ୍ୟଗୁଡ଼ିକ ଦିଆଯାଇଛି। ଏଥରେ click କରନ୍ତୁ ଏବଂ ଏହା ଆପଣଙ୍କୁ ସିଧାସଳଖ ଭାବେ ଏହି Facebook group ସହ ଜଡିତ କରିବ । ଯଥାସମ୍ଭବ ଏହି ବାର୍ତ୍ତା ପ୍ରଚାର କରନ୍ତୁ ଏବଂ ଏହି ସଂକଟର ମୁକାବିଲା ପାଇଁ ଏକଜୁଟ ହୁଅନ୍ତୁ ।


Join Facebook Group for: Khordha - ଖୋର୍ଦ୍ଧା
Join Facebook Group for: Balangir - ବଲାଙ୍ଗୀର
Join Facebook Group for: Boudh - ବୌଦ୍ଧଗଡ଼
Join Facebook Group for: Bargarh - ବରଗଡ଼
Join Facebook Group for: Bhadrak - ଭଦ୍ରକ
Join Facebook Group for: Cuttack - କଟକ
Copyright © 2024 Social Media Matters. All Rights Reserved.